Browsing Tag

drug connection

ଏନସିବି ଅଫିସରେ ପହଞ୍ଚିଲେ ଅଭିନେତ୍ରୀ ରାକୁଲପ୍ରୀତ, ଡ୍ରଗ୍ସ ଲିଙ୍କକୁ ନେଇ ପଚରାଉଚରା କରିବ ଏନସିବି

ଏବେ ବଲିଉଡ ସେଲିବ୍ରିଟିଙ୍କ ପାଇଁ କାଳ ସାଜିଛି ଡ୍ରଗ୍ସ ଲିଙ୍କ। ଧୀରେ ଧୀରେ ବଲିଉଡର ଅନେକ ବଡବଡ ସେଲିବ୍ରିଟି ଏଥିରେ ଜଡିତ ଥିବା ଖବର ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ଅନେକ ଖୋଳତାଡ ଆରମ୍ଭ ଚାଲିଛି। ପ୍ରଥମେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ…