Below header
Browsing Tag

DTC

ବିନା ପରୀକ୍ଷାରେ DTC ରେ କରନ୍ତୁ ଚାକିରି, ମାସକୁ ଦରମା ୪୦ ହଜାରରୁ ଅଧିକ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନରେ ୩୦୦ରୁ ଅଧିକ ପଦବୀ ଖାଲିପଡିଛି। ଆସିଷ୍ଟାଣ୍ଟ ଇଲେକ୍ଟିସିଆନ, ଆସିଷ୍ଟାଣ୍ଟ ଫିଟର, ଆସିଷ୍ଟାଣ୍ଟ ଫୋରମ୍ୟାନ୍‌ ପଦବୀ ଖାଲିପଡିଛି। ତେଣୁ ଆପଣ ଇଚ୍ଛୁକ ରହିଥିଲେ ତୁରନ୍ତ କରିପାରିବେ ଆବେଦନ। ପ୍ରାର୍ଥୀ…

ମାଗଣା ଯାତ୍ରା ପାଇଁ ମହିଳାଙ୍କୁ ବସରେ ମିଳିବ ‘ଗୋଲାପି ପାସ୍’, ଜାଣନ୍ତୁ କେଉଁ ସରକାରଙ୍କର ଏହି ନିଷ୍ପତ୍ତି

ଡିଟିସି ଏବଂ କ୍ଲଷ୍ଟର ସ୍କିମ୍ ବସଗୁଡ଼ିକରେ ମହିଳାମାନେ ମାଗଣା ଯାତ୍ରା କରିବା ପାଇଁ ଦିଲ୍ଲୀ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାର ମଞ୍ଜୁରୀ ଲାଗି ଆଗାମୀ ସପ୍ତାହରେ ଏହାକୁ କ୍ୟାବିନେଟରେ ଅଣାଯିବ। ସିଙ୍ଗଲ ଜର୍ଣ୍ଣି ପାସ୍ ମାଧ୍ୟମରେ ମହିଳାମାନେ ବସରେ ମାଗଣା ଯାତ୍ରା କରିପାରିବେ। ଏହି…