Below header
Browsing Tag

duct taped banana

୮୫ ଲକ୍ଷ ଟଙ୍କାରେ ବିକ୍ରି ହେଲା କାନ୍ଥରେ ଟେପ୍ ସହିତ ଲାଗିଥିବା ଏହି କଦଳୀ, ଫଟୋ ହେଉଛି ଭାଇରାଲ

ଆପଣ ଏହି କଦଳୀର ଦାମ ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । ଆଉ ନ ହେବ ବା କେମିତି ? ସାଧାରଣତଃ କଦଳୀ ଡଜନର ଦାମ ପାଖାପାଖି ୫୦ କିମ୍ବା ୬୦ ଟଙ୍କା ହୋଇଥାଏ। କିନ୍ତୁ ଯଦି ଗୋଟେ କଦଳୀର ଦାମ୍ ୮୫ ଲକ୍ଷରେ ବିକ୍ରି ହେବା ଖବର ଆପଣ ଶୁଣିବେ ତେବେ ନିଶ୍ଚିତ ଚକିତ ହେବେ। ଯାହାର ଫଟୋ ସୋସିଆଲ…