ବାଲେଶ୍ବର ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ୫ ଗୁରୁତର
ବାଲେଶ୍ବର : କାର୍ କୁ ଧକ୍କା ଦେଲା ଡମ୍ପର, ୫ ଗୁରୁତର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଧାମନଗର ଅଞ୍ଚଳର ୫ ଜଣ ଲୋକ ପଶ୍ଚିମବଙ୍ଗରୁ ଏକ କାରରେ ଘରକୁ ଫେରୁଥିବା ବେଳେ ଏକ ଡମ୍ପର ଆସି ପଛପଟୁ ପିଟି ଦେଇଥିଲା…