ପାର୍ବଣ ପାଇଁ କଟକଣା: ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା-ବାଣ, ଇଲେକ୍ଟ୍ରିକ ଗେଟ୍ ନିର୍ମାଣ ମନା
କଟକ : କଟକରେ ପୁଣି ଚମକିମ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼ । ମନଲୋଭା ମେଢ଼ରେ ମା’ଙ୍କ ପୂଜାର୍ଚ୍ଚନା ହେବ । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହେବ । ଅକ୍ଟୋବର ୩ ତାରିଖରେ ହେବ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା ।…