Below header
Browsing Tag

duryodhan majhi

ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ

ଭୁବନେଶ୍ୱର/ନୂଆପଡ଼ା (କେନ୍ୟୁଜ୍‌) : ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଏବେ…

ଜୋର ଧରିଛି ଦଳ ଡିଆଁଡେଇଁ ପର୍ବ, ବିଧାୟକ ଦୁର‌୍ୟ୍ୟୋଧନ ମାଝୀ ଶଙ୍ଖ ଫୁଙ୍କିଥିବା ବେଳେ ପଦ୍ମ ଛାଡିଲେ ରାଜକିଶୋର

ଭୁବନେଶ୍ବର (କେନ୍ୟୁଜ୍ ) :ନିର୍ବାଚନ ପାଖେଇ ଆସିବା ସହ ଜୋର ଧରିଛି ଦଳ ଡିଆଁଡେଇଁ ପର୍ବ । ବିଜେଡିରେ ମିଶିଲେ ଖରିଆର ବିଧାୟକ ଦୁର‌୍ୟ୍ୟୋଧନ ମାଝୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ଶୁକ୍ରବାର ବିଜେପିରୁ ଇସ୍ତଫା ଦେଇଥିଲେ ଦୁର‌୍ୟ୍ୟୋଧନ ମାଝି…