ଦେବୀ ଦୁର୍ଗାଙ୍କ ପୂଜା ଏବଂ ମନ୍ତ୍ର ଜପ କରିବା ସମୟରେ ମନେ ରଖନ୍ତୁ ଏହିସବୁ ଗୁରୁତ୍ୱପୂର୍ଣ୍ଣ କଥା
ପ୍ରତିବର୍ଷ ଶାରଦୀୟ ନବରାତ୍ରିର ଆଗମନ ଭକ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ସକାରାତ୍ମକତା ଆଣିଥାଏ । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦ ତିଥିରୁ ନବମୀ ତିଥି ପର୍ଯ୍ୟନ୍ତ ମା' ଦୁର୍ଗାଙ୍କ ନଅଟି ରୂପର ଆରାଧନା କରିବା ସହ ଭକ୍ତମାନେ ପୂର୍ଣ୍ଣ ନିଷ୍ଠାର ସହିତ ଉପବାସ, ପୂଜା ଏବଂ ଧ୍ୟାନ କରନ୍ତି…