ଦଶହରା ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକାକଳା, ବିଭିନ୍ନ ଫଳକୁ ବ୍ୟବହାର କରି କରାଯାଇଛି ନିର୍ମାଣ

ପୁରୀ(କେନ୍ୟୁଜ୍): ଦଶହରା ଅବସରରେ ବାଲୁକାକଳା । ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି। ବିଭିନ୍ନ ଫଳକୁ ବ୍ୟବହାର କରି ଏହି ବାଲୁକାକଳା ନିର୍ମାଣ କରାଯାଇଛି। ବେଳାଭୂମିରେ ଏପରି ଅଭିନବ ବାଲୁକାକଳା ସମସ୍ତଙ୍କୁ ଆକର୍ଷିତ କରିଛି। ଏହା ମାଧ୍ୟମରେ ସମସ୍ତଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ସୁଦର୍ଶନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.