ଭକ୍ତଙ୍କ ବିଶ୍ବାସକୁ ଆଘାତ, ମହାଶିବରାତ୍ରି ପୂର୍ବରୁ ଦ୍ବାରକା ପ୍ରାଚୀନ ମନ୍ଦିରରୁ ଶିବଲିଙ୍ଗ ଚୋରି
ଗୁଜରାଟର ଦେବଭୂମି ଦ୍ବାରକା ସମୁଦ୍ର କୂଳରେ ଥିବା ଏକ ପ୍ରାଚୀନ ମନ୍ଦିରରୁ ଶିବଲିଙ୍ଗ ଚୋରି ହେବା ଘଟଣା ସାମ୍ନାକୁ ଆସିଛି । ମହାଶିବରାତ୍ରିର ଗୋଟେ ଦିନ ପୂର୍ବରୁ ଏହାର ଖୁଲାସା ହୋଇଛି । ଏହା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଏହି ମାମଲାରେ ଯାଞ୍ଚ…