କରୋନା ଟିକା ନେବା ପୂର୍ବରୁ ଓ ପରେ କଣ ଖାଇବେ ଏବଂ କଣ ଖାଇବେନି, ଜାଣନ୍ତୁ ଏକ୍ସପର୍ଟଙ୍କ ପରାମର୍ଶ
ସାରା ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ। ଏବେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ବି ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ସରକାର। ତେବେ ଟିକା ନେବା ପରେ ଓ ପୂର୍ବରୁ ଆମର ଲାଇଫଷ୍ଟାଇଲ କେମିତି ରହୁଛି, ତା ଉପରେ ହିଁ ଟିକା କେତେ ପ୍ରଭାବଶାଳୀ ହେବ ତାହା ନିର୍ଭର କରୁଛି। ଏଭଳି ସ୍ଥିତିରେ ଆମକୁ…