Browsing Tag

eating challenge

ଜୀବନ କଣ ଏତେ ଶସ୍ତା? ସାମାନ୍ୟ ଚ୍ୟାଲେଞ୍ଜ ପାଇଁ ଚାଲିଗଲା ପ୍ରାଣ

ବାରିପଦା(କେନ୍ୟୁଜ୍‌): ଆଜିକାଲି ପିଲା ଠୁ ନେଇ ବୟସ୍କ ସଭିଏଁ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ । ନିଜକୁ ପପୁଲାର ବା ଲୋକଲୋଚନକୁ ଆଣିବା ପାଇଁ ଯିଏ ଯାହା ପାରିଲା ସୋସିଆଲ୍ ମିଡିଆରେ ପ୍ରଦର୍ଶନ କଲା । ଖାସ୍ କରି କହିବାକୁ ଗଲେ ଇଟିଙ୍ଗ୍ ଚ୍ୟାଲେଞ୍ଜ। ବିଭିନ୍ନ ପ୍ରକାରର ଡିସ୍ ପ୍ରସ୍ତୁତ…