Browsing Tag

education director

ପଦାରେ ପଡିଲା ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗର ଦୁର୍ନୀତି, ଭାଇରାଲ ହେଲା ଲାଞ୍ଚ ମାଗିବା ଅଡିଓ

ମାଲକାନଗିରି(କେନ୍ୟୁଜ୍): ପଦାରେ ପଡିଲା ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗର ଦୁର୍ନୀତି। ବ୍ଲକ ଶିକ୍ଷା ଅଧିକାରୀଙ୍କ ଲାଞ୍ଚ ମାଗିବା ଅଡିଓ ଭାଇରାଲ । ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ ପାଇଁ ଆସିଥିବା ଟଙ୍କାରୁ ବ୍ଲକ ଶିକ୍ଷା ଅଧିକାରୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହାର ଅଡିଓ ଭାଇରାଲ…