Below header
Browsing Tag

Education Minister Ramesh Pokhriyal

କୋଭିଡ଼ରୁ ସୁସ୍ଥ ହେବା ପରେ ପୁଣି ଥରେ ଅସୁସ୍ଥ ହୋଇପଡିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଏମ୍ସରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଆଜି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଡ. ନଶଙ୍କ କିଛି ଦିନ ତଳେ କୋଭିଡରୁ ସୁସ୍ଥ ହୋଇ ଫେରିଥିଲେ ।  କୋଭିଡ୍‌ ପରବର୍ତ୍ତୀ ସମସ୍ୟା ଦେଖା ଦେବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ ।…