ସଲମାନଙ୍କ ଇଦ୍ ଭେଟି, କହିଲେ, ‘ଆଗାମୀ ଇଦ୍ ସିକନ୍ଦରଙ୍କୁ ଆସି ଭେଟ’; ରିଲିଜ୍ କଲେ ମୁଭି ଟାଇଟଲ
୨୦୨୪ ଇଦ୍ ପାଇଁ ବଲିଉଡ୍ ଅଭିନେତା ସଲମାନ ଖାନଙ୍କର କୌଣସି ରିଲିଜ୍ ନାହିଁ, ଯାହାକୁ ନେଇ ଫ୍ୟାନ୍ମାନେ ବହୁତ ନିରାଶ ହୋଇଛନ୍ତି । କିନ୍ତୁ ସଲମାନ ଫ୍ୟାନ୍ମାନଙ୍କୁ ଇଦ୍ ଉପହାର ଦେଇଛନ୍ତି । ଯଦିଓ ସେ ଚଳିତ ବର୍ଷ ସିନେମାଘରେ ଫ୍ୟାନ୍ମାନଙ୍କୁ ମନୋରଞ୍ଜନ କରିପାରି ନାହାନ୍ତି । ହେଲେ…