Below header
Browsing Tag

ekalavya award

ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇଲେ ସାଇକେଲ ଚାଳିକା ଶ୍ୱାସ୍ତୀ ସିଂ

ଭୁବନେଶ୍ବର(କେନ୍ୟୁଜ୍): ଇମ୍ଫା ପକ୍ଷରୁ ଗତକାଲି ୩୦ ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇଛନ୍ତି ସାଇକେଲ ଚାଳିକା ଶ୍ୱାସ୍ତୀ ସିଂ । ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ତାଙ୍କର କ୍ରୀଡା ପ୍ରଦର୍ଶନ ପାଇଁ ତାଙ୍କୁ ଏହି…