Below header
Browsing Tag

election commission

ଆଇନ ମନ୍ତ୍ରାଳୟକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ, ଗୋଟିଏ ଆସନରେ ଜଣେ ବ୍ୟକ୍ତିକୁ ନିର୍ବାଚନ ଲଢ଼ିବାକୁ ଦିଅନ୍ତୁ ଅନୁମତି

ନୂଆଦିଲ୍ଲୀ : ଗୋଟିଏ ଆସନରେ ଜଣେ ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେବାକୁ ନିର୍ବଚାନ ଆୟୋଗ ଆଇନ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବ ନେଇ ଦୀର୍ଘ ବର୍ଷ ଧରି ଆଇନ ମନ୍ତ୍ରାଳୟ ସହ ନିର୍ବାଚନ ଆୟୋଗ ଆଲୋଚାନ ଜାରି ରଖିଛି । ହେଲେ ଏଯାଏ ଏହା ଉପରେ ନିଷ୍ପତ୍ତି ନିଆଯାଇ…

ପଦ୍ମପୁର ଆସନ ଖାଲି ନେଇ ବିଜ୍ଞପ୍ତି: ନିର୍ବାଚନ କମିସନଙ୍କୁ କରାଗଲା ଅବଗତ

ଭୁବନେଶ୍ବର(କେନ୍ୟୁଜ୍): ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି ପ୍ରକାଶ। ଆସନ ଖାଲି ନେଇ ଭାରତୀୟ ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାନସଭା ବାଚସ୍ପତି। ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଆସନ ଖାଲି ପଡ଼ିଥିବା ନେଇ…

ନିର୍ବାଚନ କମିଶନ୍‌ଙ୍କ ପ୍ରସ୍ତୁତି ଶେଷ, ଭୋଟ୍‌ ଗଣତି ପୂର୍ବରୁ ବଢୁଛି ପ୍ରାର୍ଥୀଙ୍କ ହୃଦ୍‌ଗତି

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତାକାଲି ରାଜ୍ୟରେ ପୌର ଭୋଟ ଗଣତି କରାଯିବ । ଇଭିଏମ୍‌ରେ ବନ୍ଦ ଫଳାଫଳକୁ ସାରା ରାଜ୍ୟବାସୀଙ୍କ ସ୍ର ପ୍ରତ୍ୟେକ ପ୍ରାର୍ଥୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳ ୮ଟାରୁ…

ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ, ପୌର ନିର୍ବାଚନ ସମ୍ପର୍କରେ ଆଲୋଚନା

ଭୁବନେଶ୍ବର(କେନ୍ଯୁଜ୍): ଜିଲ୍ଲାପାଳ ଓ ଏସପିଙ୍କ ନିର୍ବାଚନ କମିଶନଙ୍କ ବୈଠକ । ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହୋଇଛି । ପୌର ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଛି । ନିର୍ବାଚନ ପୂର୍ବର ପ୍ରସ୍ତୁତି କର୍ମଚାରୀଙ୍କ ତାଲିମ, ନିର୍ବାଚନ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା: ନିର୍ବାଚନ କମିଶନଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି ଦଳ, ଦୃଢ଼…

ଭୁବନେଶ୍ୱର: ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ସାମ୍ବାଦିକ ପ୍ରତିନିଧି ଦଳ। ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ…

ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ, କୋହଳ ହେବ କି ନିର୍ବାଚନ ପ୍ରଚାର କଟକଣା?

ଭୁବନେଶ୍ବର(କେନ୍ଯୁଜ୍): କୋହଳ ହେବ କି ନିର୍ବାଚନ ପ୍ରଚାର କଟକଣା । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ । ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ପଞ୍ଚାୟତ ର୍ନିବାଚନ ପରିଚାଳନା ନେଇ ବୈଠକରେ ଆଲୋଚନା ହେବ । ରାଜ୍ୟରେ ଦେଢ଼ ହଜାର ତଳେ ରହିଛି ଦୈନିକ ସଂକ୍ରମଣ…

ଅପରାହ୍ନ ୧୨ଟା ୩୦ରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍‌: ପଞ୍ଚାୟତ ନିର୍ବାଚନରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍‌ । ଅପରାହ୍ନ ୧୨ଟା ୩୦ରେ ସାମ୍ବାଦିକ ସମ୍ମିଳନୀା ପଞ୍ଚାୟତ ନିର୍ବାଚନରେ କୋହଳ ହୋଇପାରେ କଟକଣା । କ’ଣ କୋହଳ ହେବ, ସେନେଇ ରାଜ୍ୟ ନିର୍ବାଚନ କମିଶନର ଦେବେ ସୂଚନା । ଗତ ୧୯ ତାରିଖରୁ ରାଜ୍ୟରେ ଲଗାତର ଦୈନିକ କରୋନା କେସ୍‌…

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା। ନିର୍ବାଚନ ଡ୍ୟୁଟି ବେଳେ ନିୟୋଜିତ ଅଧିକାରୀଙ୍କ ମୃତ୍ୟୁଜନିତ ଅନୁକଂପା ରାଶିକୁ ବୃଦ୍ଧି କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ଦୁର୍ଘଟଣା, ହିଂସାକାଣ୍ଡ ଓ ବୋମା…

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ? ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ ସଂକ୍ରମଣରେ ହଠାତ୍‌ ବୃଦ୍ଧି ହେବା ଫଳରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ସେ ନେଇ ବିତର୍କ ବଢ଼ୁଛି । ଆଜି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବା ସୂଚନା ମିଳିଛି । ପୂର୍ବାହ୍ନ ୧୧ଟାରେ ଏହି ବୈଠକ…

ବଢ଼ିଲା ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ: ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଓ ବିଧାୟକ ପ୍ରାର୍ଥୀ ୪୦ ଲକ୍ଷ…

କେନ୍ୟୁଜ୍(ବ୍ୟୁରୋ):  ବଢ଼ିଲା ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ । ସବୁ ରାଜ୍ୟ ପାଇଁ ନିର୍ବାଚନୀ ଖର୍ଚ୍ଚ ରାଶିକୁ ବୃଦ୍ଧି କରିଛନ୍ତି ନିର୍ବାଚନ କମିଶନ । ଏଣିକି ଓଡ଼ିଶାରେ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ସାଂସଦ ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା…

ନିର୍ବାଚନ କମିଶନଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, କୋଭିଡ୍‌ ଓ ଓମିକ୍ରନ ସ୍ଥିତି ନେଇ…

ନୂଆଦିଲ୍ଲୀ: ଆସନ୍ତାବର୍ଷ ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନର । ଏହାରି ଭିତରେ ଦେଶରେ ବଢିଛି ଓମିକ୍ରନ ଭୟ । କୋଭିଡ ସଂକ୍ରମଣ ସଂଖ୍ୟା ବି ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ୫ ରାଜ୍ୟରେ ନିର୍ବାଚନ ନେଇ ଆଜି ଭାରତୀୟ…

ଭୋଟ ନଦେଲେ ବ୍ୟାଙ୍କ ଆକାଉଣ୍ଟ ରୁ କଟିବ ୩୫୦ ଟଙ୍କା , ସତ ଜାଣିବା ସହିତ ହୁଅନ୍ତୁ ସଜାଗ

ବର୍ତ୍ତମାନ ଦିନକୁ ଦିନ ମିଛି ଖବର ଅଧିକ ମାତ୍ରାରେ ପ୍ରଚାର ହେବାକୁ ଲାଗୁଛି । ଖାସ କରି ସୋସିଆଲ ମିଡିଆ ପ୍ଲାଟଫର୍ମକୁ କିଛି ଲୋକ ଭୁଲ ଭାବେ ବ୍ୟବାହାର କରୁଛନ୍ତି, ସେଥିପାଇଁ ଏଭଳି ଘଟୁଛି । ଠିକ ସେମିତି ଭୋଟ ଦେବାକୁ ନେଇ ଏବେ ଏକ ଫେକ ନ୍ୟୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ଵାଟ୍ସଆପ ରେ…