ସ୍ଵରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କ ପରାଜୟ, ଅଣୁଶକ୍ତି ନଗରରୁ ଜିତିଲେ ସନା ମଲିକ
ନିର୍ବାଚନ ହାରିଲେ ସ୍ଵରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ । ମହାରାଷ୍ଟ୍ରର ଅଣୁଶକ୍ତି ନଗର ବିଧାନସଭା ନିର୍ବାଚନର ଫଳାଫଳ ଆସିସାରିଛି । ଏହି ଆସନରେ ବଲିଉଡ୍ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କର ପରାଜୟ ହୋଇଛି । ଫହାଦ ଅହମ୍ମଦ ଏହି ଆସନରୁ ଏନସିପି (ଶରଦ ପାୱାର)…