Browsing Tag

electric pole

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ, ଚାଲିଗଲା ୨ ଭାଇଙ୍କ ଜୀବନ

ଗୁଣୁପୁର: ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ । ଚାଲିଗଲା ୨ ଭାଇଙ୍କ ଜୀବନ । କାନ୍ଦ ବୋବାଳିରେ ଫାଟୁଛି ପରିବେଶ । ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଲିମାପଡ଼ା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତ ଦୁଇ ଭାଇ…

ପରକୀୟା ପ୍ରୀତି ସନ୍ଦେହରେ ଅମାନବୀୟ କାଣ୍ଡ, ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପିଟିଲେ…

କରଞ୍ଜିଆ : ପରକୀୟା ପ୍ରୀତି ସନ୍ଦେହରେ ଅମାନବୀୟ କାଣ୍ଡ । ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ନିସ୍ତୁକ ପିଟିଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବେଗୁନିଆ ଗାଁରେ ଏପରି କଙ୍ଗାରୁ କୋର୍ଟ ଦେଖା ଦେଇଛି । ସୂଚନା ଅନୁସାରେ ମହିଳା ଜଣକ…

ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ରେଢାଖୋଲ: ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍ । ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ରେଢାଖୋଲ-ନାକଟିଦେଉଳ ରାସ୍ତାର ପେଣ୍ଠବାହାଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଘୋଷରାମାଳର ସୁମନ ଡୋଙ୍ଗି ଓ କୁମାଳ ଗାଁର ଶୁଭମ ନାଏକ । ଦୁଇ ଜଣ ସାଙ୍ଗ ବାଇକରେ ରେଢାଖୋଲ ରୁ ଦେବଗଡ ଯାଉଥିବାବେଳେ…

ବିଦ୍ୟୁତ ଖୁଣ୍ଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, କରାଣ ଅସ୍ପଷ୍ଟ

କଟକ : ବିଦ୍ୟୁତ ଖୁଣ୍ଟରେ ଝୁଲନ୍ତା ମୃତଦେହ । ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ରାଣୀହାଟ ତାଳଦଣ୍ଡା କେନାଲ କୂଳ ରାସ୍ତାରୁ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାଟି କାଲି ରାତିର ବୋଲି କୁହାଯାଉଛି । ଆଜି ସକାଳେ ଯୁବକଙ୍କ ମୃତଦେହ ଦେଖି…

ନିଶାରେ ଥାଇବି ହୋସରେ ଅଛନ୍ତି, ଲାଇନ ତାର ଉପରେ ନିର୍ଭୟରେ ଶୋଇଛନ୍ତି

ପ୍ରତିଦିନ ଲୋକମାନେ ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ଯେମିତିକି ଇନଷ୍ଟାଗ୍ରାମ ,ଫେସବୁକ, ଏବଂ ଏକ୍ସ ପ୍ଲାର୍ଟଫର୍ମରେ । ଆପଣମାନେ ବିଭିନ୍ନ ସ୍ଥାନରେ ଏଭଳି ଅନେକ ରୋଚକ ଭିଡିଓ ନିହାତି ଦେଖିଥିବେ । କିଛି ଆକାଉଣ୍ଟ ଏଭଳି ହୋଇଥାଏ ଯେପରିକି ବହୁତ କିଛି ଦୁନିଆରେ…

ରାସ୍ତା କଡ଼ରେ ଥିବା ଇଲେକ୍ଟ୍ରି ପୋଲ୍‌ ଉପରେ ଚଢ଼ିଲା ମହିନ୍ଦ୍ରା ଥାର, ଅଳ୍ପକେ ବର୍ତ୍ତିଲେ ଯୁବତୀ

ରାସ୍ତାରେ ଦୁର୍ଘଟଣା ହେଉଥିବା ଖବର ତ ଆପଣମାନେ ପ୍ରତ୍ୟେକ ଦିନ ଶୁଣୁଥିବେ । ଅନେକ ଦୁର୍ଘଟଣାର କାର ଭାଙ୍ଗିରୁଜି ଚୁରମାର ହୋଇଯାଏ । ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ହୁଏ । ସମାନ ଭାବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁର୍ଘଟଣାର ଖବର ବିଷୟରେ ଜଣାଇବାକୁ ଯାଉଛୁ । ଦୁର୍ଘଟଣା ପରେ ଏକ…

ଲୋକଙ୍କ ସାମ୍ନାରେ ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ, ଭିଡିଓ ଭାଇରଲ

ହାଇଭୋଲେଟେଜ ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ । ଆଉ ତଳେ ଠିଆ ଭିଡିଓ କରୁଥିଲେ ଲୋକେ । ଚାହୁଁଚାହୁଁ ଜଳିଗଲେ ଯୁବକ । କିଛି ସମୟ ଜଳିବା ପରେ ତଳକୁ ଖସି ପଡିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଯୁବକ ହାଇଭୋଲଟେଜ…

ଶନି ଠାକୁର ଗୋଡାଇବାରୁ ୩୩କେଭି ଇଲେକ୍ଟ୍ରିକ୍‌ ଖୁଣ୍ଟି ଉପରେ ଚଢିଗଲେ ମହିଳା ! ତାପରେ ଯାହା ହେଲା…

ଚୌଦ୍ୱାର: ୩୩କେଭି ଇଲେକ୍ଟ୍ରିକ୍‌ ଖୁଣ୍ଟି ଉପରେ ଚଢିଗଲେ ମହିଳା। ୩୦ ଫୁଟ୍ ଉଚ୍ଚର ଖୁଣ୍ଟ ଉପରେ ଚଢି ମହିଳା ଜଣକ ବସିଥିବା ଦେଖିବାକୁ ମିଳିଥିଲା। କଟକ ଜିଲ୍ଲା ଚୌଦ୍ୱାର ଥାନା ଆଲାରପୁର ଗାଁ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ମହିଳା ଜଣଙ୍କୁ ଚଢିଥିବାର ଦେଖି ଗାଁଲୋକେ ଉଦ୍ଧାର ପାଇଁ…

ଯାଜପୁର : ସବ୍‌ଷ୍ଟେସନ୍ ଉପରେ ଚଢ଼ିଥିବା ୫ ବର୍ଷର ପିଲାର ଦାୟିତ୍ୱ ନେଲା ଶିଶୁ ସୁରକ୍ଷା କମିଟି

ଯାଜପୁର ରୋଡ (କେ ନ୍ୟୁଜ) : ୧୧-କେଭି ଟ୍ରାନ୍ସଫରମର ସବ୍‌ଷ୍ଟେସନ୍ ଉପରେ ଚଢି ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଥିବା ୫ ବର୍ଷର ଶିଶୁ ସମେତ ତାର ଦୁଇ ଭାଇକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ । ନିକଟରେ ଏକ ୫ ବର୍ଷର ଶିଶୁଟି ବିପଦ ସଙ୍କୁଳ ସବ୍‌ଷ୍ଟେସନ୍ ଉପରେ ଚଢି ଯାଇଥିଲା…

ରାଜପଥରେ ଯାଉଥିବା ଗାଡିକୁ ଦେଖିବା ଖୁସିରେ ଇଲେକ୍ଟ୍ରି ଖୁଣ୍ଟରେ ଚଢିଗଲେ ଦୁଇ ଶିଶୁ, ଅଳ୍ପକେ ବର୍ତ୍ତିଲା ଜୀବନ

ଯାଜପୁର ରୋଡ୍(କେନ୍ଯୁଜ୍): ଯାଜପୁର ଜିଲ୍ଲା କୋରେଇ ଥାନା ୨୦ ନଂ ଜାତୀୟ ରାଜପଥ କଡ ରଗଡି ସରକାରୀ ପଲିଟେକନିକ ସାମ୍ନାରେ ଗତକାଲି ଜଣେ ୫ବର୍ଷର ଶିଶୁ ନିଶ୍ଚିତ ମ୍ତ୍ଯୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସୂଚନା ଯୋଗ୍ଯ କଲେଜ ସମ୍ମୁଖରେ ରହୁଥିବା ଏକ ଆଦିବାସୀ ପରିବାରର ଦୁଇ ଭାଇ-ଭଉଣୀ…