Below header
Browsing Tag

electric rickshaw

ଏବେ ଭାରତରେ ଚାଲିବ ଆମାଜନ୍‌ ଇଲେକ୍ଟ୍ରିକ୍‌ ରିକ୍ସା! ସିଇଓ ଜେଫ୍‌ ବେଜୋସ୍‌ ଦେଖାଇଲେ ପ୍ରଥମ ଝଲକ୍‌

ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ ନିଜ ଭାରତ ଗସ୍ତ ସମୟରେ ଭାରତରେ ଇଲେକ୍ଟ୍ରିକ୍‌ ଯାନ ନିର୍ମାଣ ବିଷୟରେ କହିଥିଲେ। ଏବେ ବେଜୋସ୍‌ ନିଜ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଇଲେକ୍ଟ୍ରିକ୍‌ ଡେଲିଭରି ରିକ୍ସାର ଝଲକ୍‌ ଦେଖିବାକୁ ମିଳିଛି। ଭିଡିଓରେ ବେଜୋସ୍‌ ନିଜେ…