Browsing Tag

electricity connection

୧୧ କେଭି ତାର ଚୋରି ପରେ ଅନ୍ଧାରରେ ଥିଲା ଜୁଆଙ୍ଗ ସାହି, ପୁଣି ତାର ସଂଯୋଗ ପରେ ଗାଁକୁ ଗଲା ବିଜୁଳି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଜୁଆଙ୍ଗ ସାହିକୁ ସଂଯୋଗ ହେଲା ବିଦ୍ୟୁତ ତାର । ଚୋରି ହୋଇଯାଇଥିବା ୧୧ କେଭି ବିଦ୍ୟୁତ ତାର କେହି ଚୋରୀ କରି ନେଇଯାଇ ଏହି ଖବର ଟିଭିରେ ପ୍ରସାରଣ ହେବାପରେ ବିଦ୍ୟୁତ ବିଭାଗ ତରଫରୁ ତ୍ୱରିତ ଭାବରେ ତାର ଟଣା ଆରମ୍ଭ ହୋଇଥିଲା ଆଉ…

ଜମ୍ମୁ-କାଶ୍ମୀର: ୭୫ ବର୍ଷ ପରେ ଜଳିଲା ଆଲୁଅ, LoC ନିକଟ ଦୁଇ ଗାଁକୁ ବିଦ୍ୟୁତ୍‌ ସଂଯୋଗ

କେନ୍ୟୁଜ୍‌: ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ଗାଁ ଲୋକେ ଦେଖିଲେ ବିଜୁଳି ଆଲୁଅ । ଜମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ (LoC) ନିକଟରେ ଥିବା କେରାନ ସେକଟରର ଦୁଇଟି ଗାଁକୁ ବିଜୁଳି ଆଲୁଅ ସଂଯୋଗ ହୋଇଛି । ଏହି ଦୁଇଟି ଗାଁ ହେଉଛି କୁଣ୍ଡିଆସ ଓ ପାଟ୍ରୁ । ଗାଁକୁ ବିଜୁଳି ଆସିବା ପରେ…

Aadhaar ସହ ଯୋଡନ୍ତୁ କନେକ୍ସନ , ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଫ୍ରିରେ ମିଳିବ ବିଦ୍ୟୁତ

ଆପଣଙ୍କୁ କେମିତି ଲାଗିବ ଯଦି ଆପଣ ଏହା ଶୁଣିବେ ଯେ ଆପଣ ମାଗଣାରେ ବିଦ୍ୟୁତ ପାଇବେ ବୋଲି। ଯଦି ଆପଣ ମାଗଣାରେ ବିଦ୍ୟୁତ୍‌ ପାଇବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ସରକାର ମାସକୁ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବା ପାଇଁ ଘୋଷଣା କରିଛନ୍ତି। ଆଉ ଏହି ମାଗଣା ବିଦ୍ୟୁତ ପାଇବା…

ଏବେ ଭଡାଟିଆ ମଧ୍ୟ ଅଲଗା ଭାବେ ନେଇପାରିବେ ବିଜୁଳି କନେକ୍ସନ, କେନ୍ଦ୍ର ସରକାର ଆଣିଲେ ଏହି ନୂଆ ନିୟମ

କେନ୍ଦ୍ର ସରକାର ବହୁତ ଜଲଦି ବିଜୁଳି ଉପଭୋକ୍ତାମାନଙ୍କ ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଦେଶରେ ପ୍ରଥମ ଥର ଉପଭୋକ୍ତାମାନଙ୍କ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ନୂଆ ଖସଡ଼ା ପ୍ରସ୍ତୁତ କରିଛନ୍ତି। ନୂଆ ଖସଡ଼ା ଆସିବା ପରେ ନିର୍ଦ୍ଧାରିତ ରେଟଠାରୁ ଅଧିକ ଦରରେ ବିଜୁଳି ବିଲ ଆଦାୟ…