Browsing Tag

electricity tariff

ବିଦ୍ୟୁତ ଦର ବଢାଇଲା OERC, ଅକ୍ଟୋବର ୧ରୁ ୟୁନିଟ ପିଛା ବଢିବ ୨୦ ପଇସା

କେନ୍ୟୁଜ୍(ବ୍ୟୁରୋ):  ବଢ଼ିଲା ବିଦ୍ୟୁତ ଦର । ବିଜୁଳି ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ। ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ବିପିଏଲ୍‌ କିମ୍ବା ଚାଷୀ ଉପଭୋକ୍ତାଙ୍କ ପାଇଁ ଏହି ଦର ଲାଗୁ ହେବନାହିଁ। ଏପ୍ରିଲ ୧ରୁ ଏହି ଦର ଲାଗୁ…