ବିଦୁତ୍ ସଂସ୍ପର୍ଶରେ ଆସି ରାଜ ମିସ୍ତ୍ରୀ ମୃତ
ବୌଦ୍ଧ : ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ । ଏମିତି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଥାନା ଅଂଚଳରେ । ସୂଚନା ଅନୁଯାଇ, ବୌଦ୍ଧ ଥାନା ଅନ୍ତର୍ଗତ ଲୁଣ୍ଡାବେରୁଣି ଗାଁର ପବିତ୍ର ମହାକୁଡ ପେଶାରେ ଜଣେ ରାଜ ମିସ୍ତ୍ରୀ ଥିଲେ । ପରିବାର ପ୍ରତିପୋଷଣ ପାଇଁ ପ୍ରତ୍ୟେକ ଦିନ ସକାଳୁ କାମ ପାଇଁ…