Below header
Browsing Tag

electronic voter card

କଣ ଏହି e-EPIC ଭୋଟର କାର୍ଡ, କେମିତି କରିବେ ଏହାକୁ ଡାଉନଲୋଡ ଜାଣନ୍ତୁ

ଆଧାର କାର୍ଡ, ଭୋଟର ଆଇଡି ଏବଂ ପାସପୋର୍ଟ ବହୁତ ଜରୁରୀ ଦସ୍ତାବିଜ୍‌। ଏହି ଡକ୍ୟୁମେଣ୍ଟ ଦ୍ୱାରା ଆପଣ ପ୍ରୁଫ କରିପାରିବେ ଯେ ଆପଣ ଜାରତୀୟ। Voter ID ନା କେବଳ ଆଇଡି ପ୍ରୁଫ ଭାବରେ କାମ କରିଥାଏ ବରଂ ଏହା ସାହାଯ୍ୟରେ ଆପଣ ଭୋଟ ମଧ୍ୟ ଦେଇପାରିବେ। ଇଲେକସନ୍‌ କମିଶନ ଅଫ୍‌ ଇଣ୍ଡିଆ ଭୋଟର ଆଇଡିର…

ଏଣିକି ଅନଲାଇନରେ ମିଳିବ ଭୋଟର ପରିଚୟ ପତ୍ର: ଆଜି ଜାତୀୟ ଭୋଟର ଦିବସରେ ଇଲେକ୍ଟ୍ରୋନିକ୍ସ ଭୋଟର କାର୍ଡର ଶୁଭାରମ୍ଭ…

ନୂଆଦିଲ୍ଲୀ: ଆଜି ଜାତୀୟ ଭୋଟର ଦିବସ । ଇଲେକ୍ଟ୍ରୋନିକ୍ସ ଭୋଟର କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ । ଏଣିକି ଅନଲାଇନରେ ମିଳିବ ଭୋଟର ପରିଚୟ ପତ୍ର । ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଭଳି ଏବେ ଭୋଟର କାର୍ଡ ମଧ୍ୟ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ ।…