ହାତୀ ଆକ୍ରମରେ ଜଣେ ମୃତ,ମୃତ ପରିବାରକୁ କ୍ଷତି ପୁରଣ ଦାବୀ
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ମେରାମଣ୍ଡଳୀ ନିକଟ ହଳଦିଆ ବାହାଳ ଗ୍ରାମର ୫୫ ନଂ ଜାତୀୟ ରାଜପଥ ନିକଟରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ହଳଦିଆ ବାହାଳ ଗ୍ରାମର ଶଙ୍ଖାଳି ବେହେରା । ମୃତ ଶଙ୍ଖାଳି ୫୫ ନଂ ଜାତୀୟ ରାଜପଥ ନିକଟରେ ଶୈଚ ବସିବାକୁ ଆସିଥିବା ବେଳେ ଦନ୍ତା…