Browsing Tag

elephant herd

ଗୋଠଛଡା ଦନ୍ତାହାତୀଙ୍କ ଆତଙ୍କ, ଭୟରେ ରାତି ଅନିଦ୍ରା ରହୁଛନ୍ତି ଗ୍ରାମବାସୀ

ସୁନ୍ଦରଗଡ : ଗୋଠଛଡା ଦନ୍ତା ଉପଦ୍ରବ । ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର ବଣେଇ ଓ କୋଇଡା ରେଞ୍ଜରେ ୨ଟି ଗୋଠଛଡା ଦନ୍ତାହାତୀଙ୍କ ଆତଙ୍କ ଖେଳାଇଛନ୍ତି ।  ହାତୀ ଦୁଇଟି ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ଓ ପନିପରିବା ନଷ୍ଟ କରୁଥିବା…

ସିଦ୍ଧଜଗନ୍ନାଥଙ୍କ ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ

 କେନ୍ଦୁଝର(କେନ୍ୟୁଜ): ସିଦ୍ଧଜଗନ୍ନାଥଙ୍କ ମନ୍ଦିର ପାଚେରୀ ଭାଙ୍ଗିଲେ ୬ଟିକିଆ ହାତୀପଲ । କେନ୍ଦୁଝର ସହରରେ ଥିବା ବହୁ ପୁରାତନ ସିଦ୍ଧମଠର ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ବାହାର ପାଚେରୀ ଭାଙ୍ଗିବା ସହ, ଜଗନ୍ନାଥଙ୍କ ପାତାଳୀ କ୍ଷେତ୍ର ଓ ମନ୍ଦିର ଭିତର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି ହାତୀପଲ…

ତାଳଚେରରେ ହାତୀ ଉପଦ୍ରବ, ଯେତିକି ଖାଉଛନ୍ତି ସେତିକି ନଷ୍ଟ କରୁଛନ୍ତି କ୍ଷେତ

ତାଳଚେର (କେନ୍ୟୁଜ): ଅଦିନିଆ ବର୍ଷା ସାଙ୍ଗକୁ ହାତୀମାନଙ୍କ ଉପଦ୍ରବ ଏବେ ଚାଷୀମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ତାଳଚେର ବ୍ଲକ୍‌ କଙ୍କିଳି ଗାଁରେ ଦୀର୍ଘ ଦିନ ହେବ ହାତୀପଲ ଗାଁକୁ ଆସି ବିଭିନ୍ନ ଲୋକଙ୍କ ଘର, ବାଡ଼ିରେ ପଶି ଉପଦ୍ରବ କରିବା ସହ ଅନେକ ଲୋକଙ୍କ ପନିପରିବା ସହ ଚାଷ ଜମି…