ସାତକୋଶିଆ ଅଭୟାରଣ୍ୟରେ ଅସୁସ୍ଥ ହାତୀ: ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କଲେ ବନ ବିଭାଗ ଅଧିକାରୀ, ମହୁଲ ପୋଚ ଖାଇ ଦେଇଥିବା…
ଅନୁଗୁଳ(କେନ୍ୟୁଜ): ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡ଼ି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟ ବଦଜୁକୁବୁ ଜଙ୍ଗଲରେ ହାତୀଟି ପଡି ରହିଛି । ଗୋଡ଼ ଓ ଶୁଣ୍ଢ ହଲାଉଥିବା ବେଳେ ତଳେ ପଡ଼ି ରହିଛି ।
ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପରଖିଛନ୍ତି । ହାତୀ…