Below header
Browsing Tag

Elephant rescued from the well

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମାଈହାତୀ, ପାଖ ଜଙ୍ଗଲକୁ ଚାଲିଯାଇଥିବା ସୂଚନା

ଯୋଡ଼ା (କେନ୍ୟୁଜ): ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମାଈହାତୀ । ବନ ବିଭାଗର ଉଦ୍ୟମରେ ହାତୀକୁ କୂଅରୁ ଉଦ୍ଧାର କରାଯାଇଛି । ଚମ୍ପୁଆ ରେଞ୍ଜ ଟୁଣଟୁଣା ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚାରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ହାତୀ ପଡିଯାଇଥିଲା । ହାତୀଟି ଉଦ୍ଧାର ହେବା ପରେ ପାଖ ଜଙ୍ଗଲକୁ…

ତାମିଲନାଡୁ: ୧୬ ଘଣ୍ଟାର ଅପରେସନ୍‌ ପରେ କୂଅରୁ ଉଦ୍ଧାର ହେଲା ହାତୀ, ସାରା ରାତି ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଥିଲା…

ତାମିଲନାଡୁ : ଅପରେସନ୍‌ ଗଜରାଜ। ୧୬ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ । ରାତି ସାରା ଅଗ୍ନିଶମ ବିଭାଗ ପକ୍ଷରୁ ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଥିଲା। ଶେଷରେ ସୁରକ୍ଷିତ ଭାବେ ତାକୁ କୂଅରୁ ବାହାର କରାଯାଇଛି। ତାମିଲନାଡୁ ଧର୍ମପୁରୀ ଜିଲ୍ଲା ପଞ୍ଚପାଲି ଗାଁରେ…

କୂଅରୁ ଉଦ୍ଧାର ହେଲା ହାତୀ, ରାତି ସାରା ରହିଥିଲା ପାଣି ଭିତରେ

ଢେଙ୍କାନାଳ (କେନ୍ୟୁଜ୍) : କୂଅରେ ପଡ଼ିଲା ହାତୀ। ଢେଙ୍କାନାଳ ସଦର ରେଂଜ ମହିଧରପୁର ଗାଁ ନିକଟର ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ଦନ୍ତା ହାତୀଟି ପଡ଼ି ଯାଇଥିଲା। ତେବେ ଅନେକ ପରିଶ୍ରମ ପରେ ବନବିଭାଗ କର୍ମଚାରୀମାନେ ହାତୀଟିକୁ କୂଅରୁ ଉଦ୍ଧାର କରିଛନ୍ତି । ଗତକାଲି ରାତିରୁ ହାତୀଟି କୂଅରେ…