Browsing Tag

England-India match

ଜିଓର ଖାସ୍ ଅଫର, ମୋବାଇଲରେ ମାଗଣାରେ ଦେଖନ୍ତୁ ଭାରତ-ଇଂଲଣ୍ଡ ମ୍ୟାଚ୍

ଆଜିର ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। ମ୍ୟାଚର ଆରମ୍ଭ ମଧ୍ୟାହ୍ନ ୩ଟାରେ ହେବ। ଭାରତୀୟ ମାନଙ୍କ ମଧ୍ୟରେ ଇଣ୍ଡିଆର ସମସ୍ତ ମ୍ୟାଚକୁ ନେଇ ଉତ୍ସାହ ରହିଥାଏ। କିନ୍ତୁ ଆଜି ସମସ୍ତଙ୍କ ନଜର ମୈଦାନ ଉପରେ ରହିଥିବ। ସେମିଫାଇନାଲକୁ ପହଁଚିବା ପାଇଁ ଇଂଲଣ୍ଡକୁ ଏହି ମ୍ୟାଚକୁ ଜିତିବାକୁ…