Browsing Tag

EOW

ବେଆଇନ ଡିଜିଟାଲ ଋଣ ଦେବା ପଡିଲା ମହଙ୍ଗା: ମହାଗ୍ରାମ ପେମେଣ୍ଟ ଆପର ସଦସ୍ୟଙ୍କ ୪ଟି ଆକାଉଣ୍ଟକୁ ଫ୍ରିଜ କଲା EOW

ଭୁବନେଶ୍ବର(କେନ୍ୟୁଜ): ବେଆଇନ ଡିଜିଟାଲ ଋଣ ଦେଉଥିବା ଆପର ୬କୋଟି ୫୭ଲକ୍ଷ ଫ୍ରିଜ । ମହାଗ୍ରାମ ପେମେଣ୍ଟ ଆପର ସଦସ୍ୟଙ୍କ ୪ଟି ଆକାଉଣ୍ଟକୁ ଫ୍ରିଜ କଲା EOW । କୋକୋ, ଜୋଜୋ ଆପରେ ଦେଢ଼ ଲକ୍ଷ ଲୋକ ଡାଉନଲୋଡ୍‌ କରିଛନ୍ତି । ଏହି ଆପରେ ଅନେକ ଓଡ଼ିଆ ଲୋକ ଥିବା ଜଣାପଡ଼ିଛି । EOW ନିକଟରେ ବହୁ ଲୋକ…

ଚାଷୀଙ୍କୁ ସବ୍‌ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍‌ ଘଟଣା, ୨ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଚାଷୀଙ୍କୁ ସବ୍‌ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍‌। ୬ କୋଟିରୁ ଅଧିକ ସରକାରୀ ସବ୍‌ସିଡି ହଡପ୍‌ ଅଭିଯୋଗରେ ଦୁଇ ଗିରଫ। ଶୀତଲ ଆଗ୍ରୋ ଇନ୍‌ପୁଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୁଇ ଜଣଙ୍କୁ ଗିରଫ କରିଛି EOW । ସେମାନେ ହେଲେ ସଂସ୍ଥାର ଦୁଇ ନିର୍ଦ୍ଦେଶକ ତଥା…

୧୦୦ କୋଟି ଠକେଇ ଅଭିଯୋଗ ! ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମ୍‌ଡି ଦୀପକ କିଣ୍ଡୋଙ୍କୁ ଗିରଫ କଲା EOW

ଭୁବନେଶ୍ବର(କେନ୍ଯୁଜ୍): ୧୦୦ କୋଟି ଠକେଇ ଅଭିଯୋଗରେ ଦୀପକ କିଣ୍ଡୋ ଗିରଫ। ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମ୍‌ଡି ଦୀପକ କିଣ୍ଡୋଙ୍କୁ ଗିରଫ କରିଛି EOW। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଲୁଲୁଡିହାରୁ ବାନ୍ଧିଛି EOW। ଦୀର୍ଘ ଦିନ ଧରି ସେ ଫେରାର ଥିଲା। ତା ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି…

ITDC ହୋଟେଲ ନୀଳାଚଳ ଅଶୋକ ପୁରୀ ବିକ୍ରି ମସୁଧା: ଅନିକେଶ ସାହୁକୁ ଗିରଫ କଲା EOW

ପୁରୀ(କେନ୍ଯୁଜ୍): ITDC ହୋଟେଲ ନୀଳାଚଳ ଅଶୋକ ପୁରୀ ବିକ୍ରି ମସୁଧା। ଏହି ମାମଲାରେ ଅନିକେଶ ସାହୁକୁ ଗିରଫ କଲା EOW । ବିଜୟିନୀ ମହାନ୍ତି ନାମକ ମହିଳାଙ୍କ ଅଭିଯୋଗରେ ଅନିକେଶ ଗିରଫ ହୋଇଛି। ଅନିକେଶ ନିଜକୁ ITDCର କଣ୍ଟ୍ରାକ୍ଟର କହି ହୋଟେଲ ନୀଳାଚଳ ଅଶୋକକୁ ବିକ୍ରି ପାଇଁ ବିଜୟିନୀଙ୍କ…