ସରକାର ଦେଉଛନ୍ତି ବେରୋଜଗାର ଭତ୍ତା, ଜାଣନ୍ତୁ କିଏ ପାଇବେ ଆଉ କେମିତି ପାଇବେ ଲାଭ
ବହୁତ ଜଲଦି ସରକାର ଦେବାକୁ ଯାଉଛନ୍ତି ବେରୋଜଗାରୀ ଭତ୍ତା। ଏହି ଭତ୍ତା ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି ସରକାର। ଏବେ ସୁଦ୍ଧା ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଲାଭବାନ୍ ହୋଇସାରିଲେଣି। ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି ତାହେଲେ ଜାଣନ୍ତୁ କେମିତି ଆପଣ ଏ ଭତ୍ତା…