୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ତାରିଖ ପ୍ରତ୍ୟାହାର !
ଭୁବନେଶ୍ବର: ଫର୍ମ ଫିଲଅପ୍ ବିଜ୍ଞପ୍ତି ପ୍ରତ୍ୟାହାର! ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ତାରିଖ ପ୍ରତ୍ୟାହାର କରାଯାଇଛି ।
ଆସନ୍ତା ୯ ତାରିଖରୁ ଫର୍ମ ଫିଲଅପ୍ ହେବାର ଥିଲା । କିନ୍ତୁ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଏହାକୁ ପ୍ରତ୍ୟାହାର…