Browsing Tag

expensive water in the world

ଦୁନିଆର ସବୁଠୁ ମହଙ୍ଗା ପାଣି ବୋତଲର ଦାମ ହେଉଛି ୪୫ ଲକ୍ଷ ଟଙ୍କା

ଜଳ ହିଁ ଜୀବନ । ଏହି କଥା ଆମେ କାହିଁ କେତେ କାଳରୁ ଶୁଣି ଆସୁଛୁ । କାରଣ ସମଗ୍ର ସୃଷ୍ଟି ଜଳ ଉପରେ ନିର୍ଭରଶୀଳ । କିନ୍ତୁ ଏହାର ପ୍ରକୃତ ଦାମ କିଏ ବା ଲଗାଇବ। ତେବେ ଦୁନିଆ ଏବେ ଯେତେ ଆଧୁନିକ ହେଉଛି ତା ସହ ପ୍ରତିଟି ଜିନିଷର ଦାମ୍‌ ମଧ୍ୟ ବଢ଼ୁଛି। ଆଜି ଆମେ ଏହି ଜଳର ପ୍ରକୃତ ଦାମ ଆପଣଙ୍କୁ…