Below header
Browsing Tag

explosions in pakistan

ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ପାକିସ୍ତାନରେ ବୋମା ବିସ୍ଫୋରଣରେ ୧୧ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଏକ ଭ୍ୟାନରେ ରଖାଯାଇଥିଲା ବୋମା । ତେବେ ବୋମା ବିସ୍ଫୋରଣ ପଛରେ କାହାର ସଂପୃକ୍ତି ରହିଛି ଏଯାଏ କୌଣସି…

ପାକିସ୍ତାନ: ପୋଲିସ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣ, ୮ ପୋଲିସ ସମେତ ୧୦ ମୃତ

ନୂଆଦିଲ୍ଲୀ : ପାକିସ୍ତାନର ଏକ ପୋଲିସ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣ । ଉତ୍ତର ପାକିସ୍ତାନ ସ୍ୱାତ ଅଞ୍ଚଳର କାବଲ ସହରରେ ଭୟଙ୍କର ବୋମା ବିସ୍ଫୋରଣ । ସୋମବାର ରାତି ପ୍ରାୟ ୧୧ଟାରେ ବିସ୍ଫୋରଣ ହୋଇଛି। କାବଲ ସହରସ୍ଥିତ ଏକ ପୋଲିସ ଷ୍ଟେସନ୍‌ରେ ବୋମା ବିସ୍ଫୋରଣରେ ୧୦ ଜଣଙ୍କ ମୃତ ହୋଇଛି ।…