ପ୍ରେମିକାକୁ ନିଜର ପ୍ରେମ ଜଣାଇବା ପାଇଁ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଗଲେ ଯୁବକ; ଆଉ ତା’ ପରେ କଲେ ଏମିତି ହରକତ…
କିଛି ଲୋକ ପ୍ରେମରେ ଏମିତି ଅନ୍ଧ ହୋଇଯାଆନ୍ତି ଯେ ସେମାନେ ନିଜ ଜୀବନକୁ ବି ବାଜି ଲଗାଇବାକୁ ପଛାନ୍ତି ନାହିଁ। ଖାସ୍ କରି, ପୁଅମାନେ ନିଜ ପ୍ରେମିକାଙ୍କୁ ମନେଇବା ତଥା ସେମାନଙ୍କୁ ନିଜର ପ୍ରେମ ଜଣାଇବା ପାଇଁ ଅଜବ କାରନାମା ମଧ୍ୟ କରି ବସନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହିଭଳି ଅନେକ…