ଫେସବୁକ ଲାଇଭ୍ କରି ଶିବସେନା ନେତାଙ୍କ ପୁଅକୁ ଗୁଳି କରି ହତ୍ୟା, ନିଜକୁ ସୁଟ୍ କରି ଜୀବନ ହାରିଲା ହତ୍ୟାକାରୀ
ମୁମ୍ବାଇ ଦହିସର ଅଞ୍ଚଳରେ ଉଦ୍ଧବ ଠାକରେଙ୍କ ଶିବସେନା ନେତାଙ୍କ ପୁଅ ଅଭିଷେକ ଘୋସାଲକରଙ୍କୁ ଫେସବୁକ୍ ଲାଇଭରେ ହତ୍ୟା କରାଯାଇଛି । ଏହାସହିତ ହତ୍ୟା କରିଥିବା ବ୍ୟକ୍ତି ମଧ୍ୟ ନିଜକୁ ଗୁଳି କରି ଜୀବନ ହାରିଦେଇଛନ୍ତି ।
ଖବର ମୁତାବକ, ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ହଠାତ୍ ତାଙ୍କ…