ଅର୍ନାମେଣ୍ଟାଲ କ୍ୟାବେଜ୍ ! ମନ ମୋହୁଥିବା କୋବିକୁ ଖାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ
ଶୀତଦିନେ ଆସିଗଲେ କୋବିର ଚାହିଦା ବଢିଯାଏ। ଥଣ୍ଡା ଦିନ ଆସିବା ମାତ୍ରେ ଲୋକେ ପ୍ରତିଦିନ ଘରେ କୋବିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରନ୍ତି। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଥରେ ଏହି ଫଟୋକୁ ଦେଖିନ୍ତୁ। ଫଟୋକୁ ଦେଖି…