Browsing Tag

fake announcement

କଟକରେ ଗୁଜବ : ଦିନ ୨ଟା ସୁଦ୍ଧା ଦୋକାନ ବନ୍ଦ କର, ପୋଲିସ୍ କହିଲା….

କଟକରେ ମିଛ ଖବର । ଗୁଜବ ଯୋଗୁଁ ହଇରାଣ ହେଲେ ଲୋକେ । ଖବର ପ୍ରଚାର ହୋଇଥିଲା ଯେ ଆଜି ଦିନ ୨ଟା ସୁଦ୍ଧା ସବୁ ଦୋକାନ ବଜାର ବନ୍ଦ ରହିବ । ସେହି ଅନୁସାରେ ସମସ୍ତେ ବନ୍ଦ ବି କରି ଦେଲେ । ତେବେ ପରେ କଟକ କମିଶନରେଟ୍ ପୋଲିସ୍ ତରଫରୁ କୁହାଯାଇଛି ଯେ ସେମାନଙ୍କ ପକ୍ଷରୁ ଏଭଳି କିଛି ଘୋଷଣା କରାଯାଇ…