Browsing Tag

fake constable

ବ୍ରହ୍ମପୁର: ବଟି ଆଦାୟ କରୁଥିଲେ ନକଲି କନେଷ୍ଟବଳ, ଗିରଫ କଲା ଅସଲି ପୋଲିସ୍‌

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଜଣେ ନକଲି କନେଷ୍ଟବଳଙ୍କୁ ଗିରଫ କରିଛି  । ଗିରଫ ନକଲି କନେଷ୍ଟବଳ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କୁମାରୀ ଗାଁର ଅରୁଣ ନାୟକ। ଅରୁଣ ବ୍ରହ୍ମପୁର ସହରର ବାବାଜୀତୋଟା ସାହି ନିକଟରେ ଥିବା ଟେଷ୍ଟ…