Below header
Browsing Tag

fake covishield

ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ, ମିଳୁଛି ନକଲି କୋଭିସିଲ୍ଡ ଟୀକା

ଭୁବନେଶ୍ୱର (କେନ୍ୟୁଜ): ହୁସିଆର। ନକଲି କୋଭିସିଲ୍ଡ ଟିକା ବି ମିଳୁଛି । ନକଲି କୋଭିସିଲ୍ଡ ଟିକା ଚିହ୍ନଟ କରିଛି WHO । ନକଲି ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା । ନକଲି ଟିକା ଉପରେ ସଜାଗ ରହିବାକୁ ଚିଠି । ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ ପି କେ ମହାପାତ୍ର । ସବୁ…

ଭାରତରେ ମିଳିଲା ନକଲି କୋଭିସିଲ୍ଡ ଟିକା, ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତରେ ଚିହ୍ନଟ ହୋଇଛି ନକଲି କରୋନା ଟିକା। ଭାରତର ପ୍ରାଥମିକ କୋଭିଡ୍‌ ଭ୍ୟାକ୍‌ସିନ୍‌ କୋଭିସିଲ୍ଡର ନକଲି ଟିକା ଭାରତରୁ ଧରାପଡ଼ିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ବିବିସି ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ…