ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ, ମିଳୁଛି ନକଲି କୋଭିସିଲ୍ଡ ଟୀକା

ଭୁବନେଶ୍ୱର (କେନ୍ୟୁଜ): ହୁସିଆର। ନକଲି କୋଭିସିଲ୍ଡ ଟିକା ବି ମିଳୁଛି । ନକଲି କୋଭିସିଲ୍ଡ ଟିକା ଚିହ୍ନଟ କରିଛି WHO । ନକଲି ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା । ନକଲି ଟିକା ଉପରେ ସଜାଗ ରହିବାକୁ ଚିଠି । ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ ପି କେ ମହାପାତ୍ର । ସବୁ ଜିଲ୍ଲାପାଳ, ମୁନିସିପାଲ କମିଶନରଙ୍କ ଓ CDMOଙ୍କୁ ଚିଠି । ଅଣସ୍ୱୀକୃତି ଘରୋଇ ହସ୍ପିଟାଲରେ ନକଲି ଟିକା ଦେଇଛନ୍ତି ।

ଏହା ସହିତ ଲୋକଙ୍କୁ ଘର ପାଖ ଟିକା କେନ୍ଦ୍ର କହି ଆସିବାକୁ କହୁଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ ରହିଛି । ନକଲି କୋଭିସିଲ୍ଡ ଟିକା ଏବେ ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାରେ ଚିହ୍ନଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.