Browsing Tag

fake diesel store

ଯାଜପୁର : ନକଲି ଡିଜେଲ କାରଖାନା ଠାବ, ମାଷ୍ଟର ମାଇଣ୍ଡ ଗିରଫ

ଯାଜପୁର (କେନ୍ୟୁଜ) : ଆଜି ଯାଜପୁରରେ ଠାବ ହୋଇଛି ନକଲି ଡିଜେଲ କାରଖାନା। ବିପୁଳ ପରିମାଣର ଅପମିଶ୍ରିତ ତେଲ ଜବତ ସହ ବେଆଇନ କାରବାରର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି। ଯାଜପୁର ଜିଲ୍ଲା ବୈରୀ ଥାନା ବୁଢା କେନ୍ଦୁଆ ବଜାରରେ ଆଜି ଏକ ନକଲି ଡିଜେଲ କାରଖାନା ଠାବ କରାଯାଇଛି। ବୈରୀ ପୋଲିସ ଓ…