Browsing Tag

fake earing

ଇମିଟେସନ ଇୟରିଙ୍ଗ ପିନ୍ଧିଲେ କାହିଁକି କୁଣ୍ଡେଇ ହୁଏ କାନ, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ପ୍ରାୟ ପ୍ରତିଟି ଝିଅଙ୍କର କାନ ପିଲା ବେଳେ ହିଁ କଣା କରାଯାଇଥାଏ । ଏହା ପରେ ବାପା ମା' ମାନେ ସେମାନଙ୍କୁ ଛୋଟ ଛୋଟ ଫାସିଆ ପିନ୍ଧେଇଥାନ୍ତି । ଆଉ ଧୀରେ ଧୀରେ ବଡ ହେବା ପରେ ସେମାନଙ୍କୁ ଧୀରେ ଧୀରେ ଛୋଟରୁ ବଡ କାନଫୁଲ ପିନ୍ଧେଇବା ଆରମ୍ଭ କରାଯାଇଥାଏ । ଆଉ ବଡ ହେବା ପରେ ସ୍କୁଲ ଓ କଲେଜ…