Browsing Tag

fake ghee seized

ପୁଣି କଟକରୁ ନକଲି ଘିଅ କାରଖାନା ଠାବ: ଦାମୀ ଲୋଗୋ, ଭେଜାଲ ସାମଗ୍ରୀ ଜବତ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳ କଟକ। ଦାମୀ ଲୋଗୋ, ଭେଜାଲ ଘିଅ। ପୁଣି ନକଲି ଘିଅ କାରଖାନା ଠାବ । କଟକ ଜଗତପୁର ଶିଳ୍ପାଞ୍ଚଳରେ ଆଉ ଏକ ନକଲି ଫ୍ୟାକ୍ଟ୍ରି ଠାବ କରାଯାଇଛି। ସୁବାସ ନାମକ କାରଖାନାରେ ଚଢାଉ ବେଳେ ଘିଅ ସହ ଘିଅ ତିଆରି ସାମଗ୍ରୀ ଜବତ ହୋଇଛି। ଘିଅ ପ୍ରସ୍ତୁତରେ ଲାଗୁଥିବା…

କଟକ ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ

କଟକ: କଟକରୁ ପୁଣି ନକଲି ଘିଅ କାରଖାନା ଠାବ। ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ୍। ଉକ୍ତ ନକଲି କାରଖାନାକୁ ସିଲ କରାଯାଇଛି। ମାଲଗୋଦାମରୁ ଏତେ ପରିମାଣର ନକଲି ଘିଅ ଜବତ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ଗବଗସ୍ତରେ ନକଲି ଘିଅ…