ଦିନକୁ ଦିନ ଭୁଶୁଡ଼ି ପଡୁଛି ଆଇନ ଶୃଙ୍ଖଳା, ନାହିଁ ନାହିଁରେ ଚାଲିଛି ପୋଲିସ ଫାଣ୍ଡି
କଟକ (କେନ୍ୟୁଜ): ଲୋକଙ୍କ ସୁରକ୍ଷା ପାଇଁ ପୋଲିସଙ୍କୁ ନିୟୋଜିତ କରାଯାଇଥାଏ । ରାତି ହେଲେ ଲୋକମାନେ ନିଶ୍ଚିନ୍ତରେ ଶୋଇଥାନ୍ତି । କାରଣ ସେମାନେ ଜାଣିଥାନ୍ତି ତାଙ୍କୁ ଜଗିବା ପାଇଁ ପୋଲିସ ରହିଛି । ଅନେକ ସ୍ଥାନରେ ପୋଲିସ ଥାନା ନଥିବାରୁ ଫାଣ୍ଡି କରାଯାଇଥାଏ । କିନ୍ତୁ ଫାଣ୍ଡିରେ ଯଦି ଆବଶ୍ୟକ…