Below header
Browsing Tag

fani

ଫନିରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ, ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି : ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ

ବାତ୍ୟା ଫନିର ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପ୍ରଳୟଙ୍କାରୀ ବାତ୍ୟାରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ସେହିଭଳି ବାଲୁଖଣ୍ଡ ଅଭୟାରଣ୍ୟରେ ୩ଟି ହରିଣଙ୍କ…

ଖୋଲା ଛାତ ତଳେ ଜୀବନ, ରିଲିଫ ବଣ୍ଟନରେ ପାତର ଅନ୍ତର ହେଉଥିବା ଅଭିଯୋଗ

ପୁରୀ : ଥୁଣ୍ଟା ଗଛ, ମଝି ମଝିରେ ଭଙ୍ଗା ଘର। ଅଧିକାଂଶର ଛାତ ଉଡିଛି। ଫନି ପ୍ରଭାବରେ ଉଜୁଡି ଯାଇ ପୁରୀ ଜଗନ୍ନାଥ ଓ ତ୍ରିଦେବନଗର ବସ୍ତି । ଚୂଡ଼ା, ଗୁଡ ରିଲିଫ ମିଳିଛି। ସରକାରଙ୍କ ଘୋଷଣା ମୁତାବକ କିଛି ଜଣଙ୍କୁ ମିଳିଛି ଚାଉଳ। କିନ୍ତୁ ମିଳିନି ପଲିଥିଲ। ଖୋଲା ଛାତ ତଳେ ଜୀବନ। ରିଲିଫ ବଣ୍ଟନରେ…

୧୫ ସୁଦ୍ଧା ପୁରୀ, ନିମାପଡ଼ା ଓ କୋଣାର୍କରେ ବିଦ୍ୟୁତ୍‌ : ଆଜି ରାତି ସୁଦ୍ଧା ଭୁବନେଶ୍ୱର ସମସ୍ତ ଘରକୁ ବିଜୁଳି

ବିଦ୍ୟୁତ୍‌ ପାଇଁଁ ଜାତୀୟ ରାଜପଥ ଅବରୋଧ । କଳିଙ୍ଗନଗର ଓ କଳିଙ୍ଗବିହାର ଲୋକେ ଆଜି ଭୁବନେଶ୍ୱର ଓ ଖୋର୍ଦ୍ଧା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପୋଲିସ ସହ ଯୁକ୍ତିତର୍କ କଲେ, ଧସ୍ତାଧସ୍ତି କଲେ। କଳିଙ୍ଗନଗର, ପାତ୍ରପଡାର କିଛି ଅଞ୍ଚଳ ଏବେ ବି ଅନ୍ଧକାର ଭିତରେ। ତୁରନ୍ତ ବିଜୁଳି ଯୋଗାଇ…

ଫନି ବିପନ୍ନଙ୍କ ପାଇଁ ହାଉସିଂ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର : ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଫନି ପ୍ରଭାବରେ ଘର ସଂପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଆସନ୍ତା ୧୫ ତାରିଖରୁ ସପ୍ତାହେ ବ୍ୟାପୀ କ୍ଷୟକ୍ଷତି ଆକଳନ କରାଯିବ। ସର୍ବାଧିକ କ୍ଷତିଗ୍ରସ୍ତ…

ଫନି ବାତ୍ୟା ପ୍ରଭାବରୁ ବାଦ ପଡି ନାହାନ୍ତି ମହାପ୍ରଭୁ, ଏବେ ପ୍ରସାଦ ପାଇଁ ଅଭାବ ଅବଢା କୁଡ଼ୁଆ ଏବଂ ତୁଳସୀ

ମହାବାତ୍ୟା ଫନିର ପ୍ରଭାବରେ ପୁରୀ ଜିଲ୍ଲା ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ମହାପପ୍ରଭୁଙ୍କ ସେବାରେ ଲାଗି ହେଉଥିବା ଅବଢା କୁଡ଼ୁଆ ଏବଂ ତୁଳସୀ । ଡ଼େଲାଙ୍ଗ ବ୍୍ଲକର ବେରବୋଇ ଗ୍ରାମରେ ଥିବା କୁଡ଼ୁଆ ସେମା ଯୋଗାଉଥିବା କାରୀଗର ଙ୍କ ସହିତ ତୁଳସୀ ଯୋଗଉଥିବା ପିପିଲି ଆବଲପୁର…

ଫନି କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛି ସେଣ୍ଟ୍ରାଲ ଟିମ: ୧୫ ତାରିଖ ଯାଏ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ…

ବାତ୍ୟା ‘ଫନି’ରେ କେତେ ହୋଇଛି କ୍ଷୟକ୍ଷତି ? ଆକଳନ ପାଇଁ ଆଜି ଆସିବ କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରୀ ସ୍ତରୀୟ ଟିମ । ଆଜିଠୁ ୧୫ ତାରିଖ ମଧ୍ୟରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ ଟିମ୍ । ଏହି ସବୁ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିବେ । କେନ୍ଦ୍ରୀୟ ଟିମ୍ ତୁରନ୍ତ ଆସିବେ ବୋଲି…

ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ, ଆଜି ସୁଦ୍ଧା ଭୁବନେଶ୍ୱରର ସମସ୍ତ ଅଂଚଳକୁ ବିଦ୍ୟୁତ ସେବା

ବାତ୍ୟା ପ୍ରଭାବିତ ସହାରାଞ୍ଚଳରେ ଧିରେ ଧିରେ ସ୍ୱାଭାବିକ ହେଉଛି ସ୍ଥିତି । ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ । ଆଜି ସୁଦ୍ଧା ଭୁବନେଶ୍ୱରର ସମସ୍ତ ଅଂଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱର ଡିଭିଜନ ଅନ୍ତର୍ଗତ ୨ ଲକ୍ଷ ୩୨ ହଜାର ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରୁ ଏ…

ଫନି ସହାୟତା ପାଇଁ ୱେବସାଇଟ rebuild, ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫନି ପ୍ରଭାବିତଙ୍କ ସହାୟତା ପାଇଁ ଖୋଲିଲା ୱେବସାଇଟ। rebuild.odisha.gov.in ଶୁଭ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପରବର୍ତ୍ତୀ ଥଇଥାନ ପାଣ୍ଠି ନିମନ୍ତେ ଉଦ୍ଦିଷ୍ଟ ଏହି ୱେବସାଇଟ ମାଧ୍ୟମରେ ଜନସାଧାରଣ ପାଣ୍ଠି ପ୍ରଦାନ କରିପାରିବେ। ଏହି ପୋର୍ଟାଲ ମାଧ୍ୟମରେ ଫନି…

ରାଜଧାନୀ ଏବଂ କଟକର ଅଧିକାଂଶ ସ୍ଥାନକୁ ଆସିଲାଣି ବିଜୁଳି, ଫୋକସରେ ରହିଛି ପୁରୀ : ସ୍ୱାଭାବିକ ହେଉଛି ଟେଲି ଓ…

ଭୁବନେଶ୍ୱର ସହରର ଅଧିକାଂଶ ସ୍ଥାନକୁ ବିଜୁଳି ସଂଯୋଗ ଆସିଗଲାଣି । କଟକ ସହରରେ ରାତି ସୁଦ୍ଧା ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଛି । ପୁରୀ ଜିଲ୍ଲାରେ ବିଦ୍ୟୁତ ସରାବରାହ ସ୍ୱାଭାବିକ ହେବାକୁ ସମୟ ଲାଗିବ। ପୁରୀରେ ଗତକାଲି ବଡ଼ଦାଣ୍ଡକୁ ବିଦ୍ୟୁତ ସଂଯୋଗ ହୋଇଥିଲା । ରାଜଧାନୀର ଅଧିକାଂଶ…

ଫନିରେ ଉଜୁଡିଛି ରାଜଧାନୀର ବିଭିନ୍ନ ପାର୍କର ସୌନ୍ଦର୍ଯ୍ୟକରଣ

ସାମୁଦ୍ରିକ ଝଡ ଫନିରେ ପ୍ରଭାବିତ ହୋଇଛି ରାଜଧାନୀର ବିଭିନ୍ନ ପାର୍କ । ପାର୍କର ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଭିନ୍ନ କିସମର ଗଛ ଲଗାଯାଇଥିଲା । ଲୋକମାନେ ନିଜ ପରିବାର ସହିତ ଛୁଟି ଦିନରେ ପାର୍କକୁ ବୁଲିବାକୁ ଆସୁଥିଲେ । ପିଲାମାନେ ସକାଳେ ଓ ସଂଧ୍ୟାବେଳେ ପାର୍କକୁ ଖେଳିବାକୁ ଆସୁଥିବା ବେଳେ…

ଦାଉ ସାଧିଲା ଫନି, ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି ଯାଜପୁର ଆଦମପୁର ଗାଁର ସସ୍ମିତା

ଯାଜପୁର(କେ ନ୍ୟୁଜ୍‌) : ଦାଉ ସାଧିଲା ଫନି । ମୁଣ୍ଡ ଗୁଞ୍ଜିବାକୁ ଖୋଜୁଛନ୍ତି ରାହା । ଫନି ମାଡରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଆଦମପୁର ଗାଁର ସସ୍ମିତା ସେଠୀଙ୍କ ଘର ସମ୍ପୁର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । ଘରେ ସସ୍ମିତାଙ୍କୁ ମିଶାଇ ୫ ଭଉଣୀ । ଏବେ ସେମାନଙ୍କ ପାଖେ ମୁଣ୍ଡ ଗୁଞ୍ଜିବାକୁ…

କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଆଜି ଓ ଆସନ୍ତାକାଲି ଖୋଲା ରହିବ ସରକାରୀ ଅଫିସ

କେ ନ୍ୟୁଜ୍‌: ଫନି କ୍ଷତିଗ୍ରସ୍ତ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରପଡା ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଖୋଲା ରହିବ ସରକାରୀ ଅଫିସ । ଶନିବାର ଓ ରବିବାର ସ୍ୱଭାବିକ ଭାବେ ସରକାରୀ କାର୍ଯ୍ୟାଳୟରେ କାମ ହେବ । ଦ୍ୱିତୀୟ ଶନିବାର ଓ ରବିବାର ଛୁଟିକୁ ବାତିଲ କରାଯାଇଛି । ବାତ୍ୟାରେ…