ବନ୍ୟାପାଣି ପଶିବା ପରେ ହଠାତ୍ ୫ ଫୁଟ୍ ଉପରକୁ ଉଠିଗଲା ଜମି, କାରଣ ଜାଣିଲେ ବିଶ୍ୱାସ କରିପାରିବେନି; ଦେଖନ୍ତୁ ଭିଡିଓ
ହରିୟାଣାର କରନାଲାରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଘଟିଛି। ଏଠାରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏକ ଜମିରେ ପାଣି ଜମି ରହିଥିବା ବେଳେ ହଠାତ୍ ମାଟି ୫ ଫୁଟ୍ ଯାଏଁ ଉପରକୁ ଉଠିଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି…