ବରଗଡ଼ରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଅଟଳ ଚାଷୀ, ପ୍ରତ୍ୟାହାର କରିବା ଦାବିରେ ତେଜୁଛି ଆନ୍ଦୋଳନ
ବରଗଡ଼: ଟୋକନ ବ୍ୟବସ୍ଥାକୁ ବିରୋଧ କରି ଅଟଳ ଚାଷୀ । ଏହାକୁ ପ୍ରତ୍ୟାହାର କରିବା ଦାବିରେ ପଶ୍ଚିମ ଓଡ଼ିଶାରେ ତେଜୁଛି ଚାଷୀ ଆନ୍ଦୋଳନ। ଜୋରଦାର ଆନ୍ଦୋଳନ ସହ ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। ଗତକାଲି ଅତାବିରା ଓ ଗୋଡଭଗାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସେପଟେ…