ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ
ଢେଙ୍କାନାଳ(କେନ୍ଯୁଜ୍) : ପୁଣି ଦଳିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରାମନାଲି ଠାରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଲୋଧଣୀ ପଞ୍ଚାୟତ ପାଳସାହି ଗାଁର ବାଉରିବନ୍ଧୁ ସାହୁ। ଆଜି ସକାଳେ ସେ ଚାଷ ଜମିକୁ ଯାଉଥିବାବେଳେ ହାତୀ ହାବୁଡରେ ପଡିଥିଲେ।…