Browsing Tag

farmer protest in odisha

ଜମିକୁ ଯାଉନି ପାଣି, ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ନିଆରା ଢଙ୍ଗରେ ପ୍ରତିବାଦ କଲେ ଚାଷୀ

ଆଳି: ଆରେ ଆରେ ଇଏ କଣ । ଏମିତି ବ୍ୟକ୍ତି ଜଣକ ଲମ୍ବ ହୋଇ ମାଟି ଉପରେ ଶୋଇରହିଛନ୍ତି, ତାପୁଣି ଜିଲ୍ଲାପାଳଙ୍କ ଗାଡି ସମ୍ମୁଖରେ । ଆଉ ଏପଟେ ଏସବୁ ଦେଖି କିଛି ବାବୁ ମାନେ ଧାଇଁ ଆସୁଛନ୍ତି ବ୍ୟକ୍ତିଙ୍କ ନିକଟକୁ ଆଉ ଜଲଦି ଉଠୁ ଉଠୁ ବୋଲି କହୁଛନ୍ତି । ସେମାନଙ୍କ କଥା ମାନି ବ୍ୟକ୍ତି ଜଣକ…

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲ୍ ଗେଟଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ

ପିପିଲି: ମୋଦି ସରକାରଙ୍କ ଶ୍ରମିକ କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ଦେଶ ବ୍ୟାପୀ ବିଭିନ୍ନ ଟୋଲ ପ୍ଲାଜାଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲଗେଟ ଠାରେ ମଧ୍ଯ ଏହି ବିକ୍ଷୋଭ କରାଯାଇଥିଲା । ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ…

କୃଷି ବୀମା ଛାଡ ଟଙ୍କା ନମିଳିବାରୁ ସେବା ସମବାୟ ସମିତି ଅଫିସ୍ ଘେରିଲେ ଚାଷୀ

ଚାନ୍ଦବାଲି: କୃଷି ବୀମା ଛାଡ ଟଙ୍କା ନ ମିଳିବାରୁ ଚାଷୀ ଘେରିଲେ ସେବା ସମବାୟ ସମିତି ଅଫିସ୍। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଓରାସାହି ସେବା ସମବାୟ ସମିତି ଉପରେ କାଣ୍ଡଗରଡି ଓ ଓରାସାହି ପଞ୍ଚାୟତର ଚାଷୀ ନିର୍ଭର କରିଥାନ୍ତି। ୨୦୧୯ମସିହାରେ କୃଷି ବୀମା ରାଶି ଛାଡ ହୋଇଛି। ତେବେ ବୀମା…