ମୁଣ୍ଡ ବିନ୍ଧା ବଢ଼ାଇଛି ଚାଷୀ ଆତ୍ମହତ୍ୟା, ୮ ମାସ ଭିତରେ ଜୀବନ ହାରିଛନ୍ତି ୧୮୭୫ କୃଷକ
ମୁମ୍ବାଇ: ମହାରାଷ୍ଟ୍ରରେ ମୁଣ୍ଡ ବିନ୍ଧା ବଢ଼ାଇଛି ଚାଷୀ ଆତ୍ମହତ୍ୟା। ଖବର ମୁତାବକ, ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୧୮୦୦ରୁ ଅଧିକ କୃଷକ ଋଣ ଏବଂ ସରକାରଙ୍କ ଉଦାସୀନତା କାରଣରୁ ଜୀବନ ହାରୁଛନ୍ତି। ଜଣାପଡ଼ିଛି ଯେ ଅଧିକାଂଶ କୃଷକ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ବିଶେଷ କଥା ହେଉଛି ମହାବିକାଶ…